ମାଫି Māphi
- ବୈଦେ. ବିଣ (ଆ. ମୁଆଫୀ; ମାଫୀ=ନିଷ୍କର) — ନିଷ୍କର (ବୃତ୍ତି) — Rent-free (holding)
- ବୈଦେ. ବିଣ (ଆ. ମୁଆଫୀ; ମାଫୀ=ନିଷ୍କର) — ଲାଖରାଜି (ବୃତ୍ତି) — Revenue-free (land)
- ବୈଦେ. ବିଣ (ଆ. ମୁଆଫୀ; ମାଫୀ=ନିଷ୍କର) — ମାଫ୍ ଇତ୍ୟାଦି (ଦେଖ) — Māph etc (See)
- ବି — ନିଷ୍କର ବୃତ୍ତି — Rent-free holding
- ବି — (ଆ. ମାଫୀ) ମାଫ (ଦେଖ) — Māph (See)
- ବି — ମାଫ୍ ଇତ୍ୟାଦି (ଦେଖ) — Māph etc (See)