ମାନ୍ନା Mānnā

  • ବୈଦେ. ବି (ଇଂ. ମାନ୍ନା) — କେତେକ ବୃକ୍ଷରୁ ଉତ୍ପନ୍ନ ମିଷ୍ଟ ନିର୍ଯ୍ଯାସବିଶେଷ — Manna
  • ବୈଦେ. ବି (ଇଂ. ମାନ୍ନା) — [ଦ୍ର—ଏହା ଦେଖିବାକୁ ହଳଦିଆ ଓ ସ୍ୱଚ୍ଛ ଏବଂ ପ୍ରଧାନ ରସା— ୟନରୂପେ ଆୟୁର୍ବେଦିକ ଚିକିତ୍ସାରେ ବ୍ଯବହୃତ ହୁଏ। (ଯଥା—ବଂଶଲୋଚନା।)]