ମାନ୍ଦ୍ରାଜି ସାହେବ Māndrāji sāheba

  • ଦେ. ବି — କଳା ଫିରିଙ୍ଗୀ; ପୂର୍ବକାଳରେ ମାନ୍ଦ୍ରାଜ ଉପକୂଳକୁ ଆସିଥିବା ଇଉରୋପୀୟମାନଙ୍କ ଔରସରେ ଭାରତୀୟା ସ୍ତ୍ରୀମାନଙ୍କ ଗର୍ଭରୁ ଜାତ ସନ୍ତାନ ଓ ସେମାନଙ୍କ ବଂଶଧର — Anglo Indians of Madras (of a darker complexion than other Anglo Indians of India.)
  • ଦେ. ବି — [ଦ୍ର—ଏମାନେ ଅନ୍ଯ ଦୋମିଶା ଫିରିଙ୍ଗି ମାନଙ୍କଠାରୁ ବର୍ଣ୍ଣରେ ବେଶି କଳା।]