ମାନ୍ୟ Mānya

  • ସଂ. ବିଣ. ପୁଂ — (ମାନ୍ ଧାତୁ=ପୂଜା କରିବା+କର୍ମ. ଯ)— ପୂଜନୀୟ; ମାନନୀୟ; ଆଦରଣୀୟ — Respectable; honourable
  • ସଂ. ବିଣ. ପୁଂ — (ମନ୍ ଧାତୁ ଣିଚ୍, ମାନି ଧାତୁ+କର୍ମ. ଯ)—ପ୍ରାର୍ଥନୀୟ (ହି. ଶ) — Fit to be prayed to, or prayed for
  • ସଂ. ବି — ବିଷ୍ଣୁ (ହି. ଶ) — Bishṇu
  • ସଂ. ବି — ଶିବ (ହି. ଶ) — Ṡiba
  • ସଂ. ବି — ମିତ୍ରାବରୁଣ (ହି. ଶ) (ଦେଖ) — Mitrābaruṇa (See)
  • ଦେ. ବି — ସମ୍ମାନ; ମର୍ଯ୍ୟାଦା — Respect; honour; homage
  • ଦେ. ବି — [ଉ—ବେଗେ ରାଜା ଆଣ ବୋଲୁଁ ନେଲା ମୁନି ବଶିଷ୍ଠରେ ନମି କୃପ ମାନ୍ୟ ଘେନି। ଭଞ୍ଜ. ବୈଦେହୀଶବିଳାସ।]
  • ଦେ. ବି — ସମ୍ମାନସୂଚକ ଉପଢୌକନ; ଭେଟୀ; ସଲାମୀ — Present offered as a sign of homage
  • ଦେ. ବି — [ଦ୍ର—କେହି ଗରିବ ଜାତିଭାତ ଦେଇ ନ ପାରିଲେ ପଞ୍ଚ— ଗୋସାଇଁ କିଛି ମାନ୍ୟ ନେଇ ତାହାକୁ ଉଠାଇ ନିଅନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ।]