ମାନ୍ୟ ଧର୍ମ Mānya dharma

  • ଦେ. ବି. (ସହଚର ଶବ୍ଦ) — ଗୁରୁଜନ ଆଦିଙ୍କୁ ପ୍ରଦର୍ଶିତ ସମ୍ଭ୍ରମ; ସମ୍ମାନ — Respect shown to one's elders; homage
  • ଦେ. ବି. (ସହଚର ଶବ୍ଦ) — ନମସ୍କାର — Obeisance
  • ଦେ. ବି. (ସହଚର ଶବ୍ଦ) — (ଉ—ଶାଶୁଙ୍କଠାରେ ନିତି କରି ମାନ୍ୟ ଧର୍ମ, କରୁଥାଏଁ ମୁହିଁ ସମସ୍ତ ଗୃହ କର୍ମ। କୃଷ୍ଣସିଂହ. ମହାଭାରତ. ବନ।)