ମାନ୍ଦା Māndā
- ଦେ. ବିଣ (ସଂ. ମନ୍ଦ) — ଅଳସୁଆ — Lazy; idle
- ଦେ. ବିଣ (ସଂ. ମନ୍ଦ) — ମନ୍ଦ; ଧୀର — Slow
- ଦେ. ବିଣ (ସଂ. ମନ୍ଦ) — ହ୍ରାସଯୁକ୍ତ — Lessened; diminished
- ଦେ. ବିଣ (ସଂ. ମନ୍ଦ) — ରୋଗଯୁକ୍ତ ହେବାରୁ ଅଳସ — Lazy (on account of illness.)
- ଦେ. ବିଣ (ସଂ. ମନ୍ଦ) — ଅଳ୍ପ — Little
- ଦେ. ବିଣ (ସଂ. ମନ୍ଦ) — ପଣ୍ୟଦ୍ରବ୍ୟାଦିର ଭାଉ କମିବା ଯୋଗୁଁ କ୍ରୟବିକ୍ରୟ କମିଥିବା (ବଜାର) — (market) Which has become dull owing to fall in prices
- ଦେ. ବିଣ (ସଂ. ମନ୍ଦ) — କୌଣସି ପଣ୍ୟଦ୍ରବ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ନ ଥିବାରୁ କମିଯାଇଥିବା କାରବାର — (business in a certain article) Which has become dull on account of want of demand
- ବି (ସଂ. ମାନ୍ଦ୍ୟ) — ମାନ୍ଦ୍ୟ; ମନ୍ଦତା — Slowness
- ବି (ସଂ. ମାନ୍ଦ୍ୟ) — ହ୍ରାସ — Dwindling; lessening; diminution
- ବି (ସଂ. ମାନ୍ଦ୍ୟ) — ଆଳସ୍ୟ — Laziness