ମାନ୍ଦା ବୁଦ୍ଧି Māndā buddhi

  • ଦେ. ବି. (ସଂ. ମନ୍ଦ ବୁଦ୍ଧି) — ସ୍ଥୂଳବୁଦ୍ଧି; ମୋଟା ବୁଦ୍ଧି; ଜଡ଼ ବୁଦ୍ଧି — Slowness of intellect; dullness
  • ବିଣ — ମାନ୍ଦା ବୁଦ୍ଧିଆ (ଦେଖ) — Māndā buddhiā (See)