ମାନ୍ତ୍ରିକ Māntrika
- ସଂ. ବିଣ. ପୁଂ (ମନ୍ତ୍ର+ଇକ) — ମନ୍ତ୍ରବିତ୍ — Versed in 'Mantras' or sacred formulae
- ସଂ. ବିଣ. ପୁଂ (ମନ୍ତ୍ର+ଇକ) — ମନ୍ତ୍ରସିଦ୍ଧ — One who has attained success in mastering 'mantras'
- ସଂ. ବିଣ. ପୁଂ (ମନ୍ତ୍ର+ଇକ) — ମନ୍ତ୍ରରଚୟିତା — Composer of 'mantras'
- ସଂ. ବିଣ. ପୁଂ (ମନ୍ତ୍ର+ଇକ) — ଗୁଣିଆ — A conjurer; a sorcerer