ମାନସ Mānasa

  • ସଂ. ବି (ମନସ୍+ଅ) — ମନ; ଚିତ୍ତ — Mind
  • ସଂ. ବି (ମନସ୍+ଅ) — କଳ୍ପନା — Idea; imagination; fancy
  • ସଂ. ବି (ମନସ୍+ଅ) — ଇଚ୍ଛା; ଅଭିଳାଷ — Wish; desire; intention
  • ସଂ. ବି (ମନସ୍+ଅ) — ମନର ତାପ; ମାନସିକ ଦୁଃଖଭୋଗ — Mental sufferings
  • ସଂ. ବି (ମନସ୍+ଅ) — ମାନସରୋବର (ଦେଖ) — Mānasarobara (See)
  • ସଂ. ବି (ମନସ୍+ଅ) — (ହିନ୍ଦୁ ଆଇନ୍) ମୌନ ସମ୍ମତି — (law) Tacit or implied consent (Apte)
  • ସଂ. ବି (ମନସ୍+ଅ) — ଏକପ୍ରକାର ଲୁଣ — A kind of salt (Apte)
  • ସଂ. ବି (ମନସ୍+ଅ) — ବିଷ୍ଣୁଙ୍କର ପ୍ରତିମା— ବିଶେଷ — An image of Bishṇu (Apte)
  • ସଂ. ବି (ମନସ୍+ଅ) — କାମଦେବ (ହି. ଶ.) — Cupid
  • ସଂ. ବି (ମନସ୍+ଅ) — ସଂକଳ୍ପ ବିକଳ୍ପ (ହି. ଶ.) — Determination and hesitation
  • ସଂ. ବି (ମନସ୍+ଅ) — (ନାମ) ଏକ ନାଗର ନାମ (ହି. ଶ.) — Name of a mythological serpent
  • ସଂ. ବି (ମନସ୍+ଅ) — (ନାମ) ଶାଳ୍ମଳୀ ଦ୍ୱୀପର ଏକ ବର୍ଷ ବା ଦେଶ (ହି. ଶ) — Name of a country in the mythological Ṡāḻmaḻī island