ମାନସ ଜନ୍ମା Mānasa janmā

  • ସଂ. ବିଣ (ମାନସ=ଜନ୍ମନ୍; 1 ମା. 1 ବ; ବହୁବ୍ରୀହି) — ମନରୁ ଜାତ — Born of the mind
  • ସଂ. ବିଣ (ମାନସ=ଜନ୍ମନ୍; 1 ମା. 1 ବ; ବହୁବ୍ରୀହି) — ମାନସରୋବରରେ ଜାତ — Produced in the Mānasa lake
  • ବି — କାମ; ମଦନ — Cupid
  • ବି — ରାଜହଂସ — A swan (Apte)