ମାନବ୍ୟ Mānabya

  • ସଂ. ବି (ମାନବ+ଯ) — ବାଳକ ବା ଯୁବକ ସମୂହ — A number of boys or youths
  • ସଂ. ବି (ମାନବ+ଯ) — ମାନବମଣ୍ଡଳୀ — Mankind
  • ସଂ. ବି (ମାନବ+ଯ) — ଶୈଶବାବସ୍ଥା — Childhood; boyhood
  • ସଂ. ବି (ମାନବ+ଯ) — (ମାନ+ବ୍ୟ)— ମାନମନ୍ଦିର — Observatory