ମାନଭଞ୍ଜନ Mānabhan̄jana
- ସଂ. ବି ( 6 ଷ୍ଠୀ ତତ୍) — ଅଭିମାନର ନିରସନ — The breaking of a woman's love-reserve or sulkiness; conciliation between lovers after a love-quarrel
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର— ସାହିତ୍ୟ ଗ୍ରନ୍ଥ ଅନୁସାରେ ମାନଭଞ୍ଜନ କରିବାର ପ୍ରକ୍ରିୟା 6 ଟି ନିର୍ଦ୍ଦିଷ୍ଟ ହୋଇଅଛି:—( 1 ) ସାମ, ( 2 ) ଦାନ, ( 3 ) ଭେଦ, ( 4 ) ପ୍ରଣତି, ( 5 ) ଉପେକ୍ଷା ଓ ( 6 ) ପ୍ରସଙ୍ଗ ବିଧ୍ୱଂସ—ହି. ଶ।] — [ଦ୍ର— ସାହିତ୍ୟ ଗ୍ରନ୍ଥ ଅନୁସାରେ ମାନଭଞ୍ଜନ କରିବାର ପ୍ରକ୍ରିୟା6ଟି ନିର୍ଦ୍ଦିଷ୍ଟ ହୋଇଅଛି:—(1) ସାମ, (2) ଦାନ, (3) ଭେଦ, (4) ପ୍ରଣତି, (5) ଉପେକ୍ଷା ଓ (6) ପ୍ରସଙ୍ଗ ବିଧ୍ୱଂସ—ହି. ଶ]