ମାଦଳା Mādaḻā
- ଦେ. ବି — ଶ୍ରା ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ରକ୍ଷିତ ତାଳପତ୍ର ପଞ୍ଜିକା — Palm-leaf archives maintained in the temple of Jagannāth at Puri
- ଦେ. ବି — [ଦ୍ର— ଏଥିରେ ଜଗନ୍ନାଥ ମନ୍ଦିରର ଇତିହାସ, ପୁରୀ ରାଜବଂଶର ଇତିହାସ, ଜଗନ୍ନାଥଙ୍କର ପୂଜା ଓ ପର୍ବବିଧି ଆଦିର ବିବରଣ ପ୍ରାଚୀନକାଳରୁ ଲିପିବଦ୍ଧ ହୋଇ ଆସୁଅଛି। ଏଥିରେ ଲେଖାଥିବା ଅନେକ ବିଷୟ କାଳ୍ପଳିକ ଥିବାର ଦେଖାଯାଏ। ଏହାର ଆକୃତି ତାଳପତ୍ର ପାଞ୍ଜିମାନଙ୍କ ଦ୍ୱାରା ବଦ୍ଧ ମର୍ଦ୍ଦଳପରି ଥିବାରୁ ଏହାର ଏପରି ନାମ ହୋଇଅଛି— ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]