ମାଦକୀ Mādakī

  • ସଂ. ବିଣ. ପୁଂ — ମାଦକସେବୀ; ନିଶାଖୋର୍; ମାତାଲ — Habituated to taking intoxicants
  • ସଂ. ବିଣ. ପୁଂ — [ଉ—ବିଜ୍ଞାନ ନୋହେ ମାଦକୀ ଚେତା ଆକୃତ। ଭଞ୍ଜ. ବୈଦେହୀଶବିଳାସ।]