ମାଦକ Mādaka

  • ସଂ. ବିଣ (ମଦ ଧାତୁ ଣିଚ ମାଦି ଧାତୁ+ଅକ) — ମତ୍ତତା ଜନକ; ଯାହା ନିଶା କରାଏ — Intoxicating
  • ସଂ. ବିଣ (ମଦ ଧାତୁ ଣିଚ ମାଦି ଧାତୁ+ଅକ) — ଯାହା ଉନ୍ମତ୍ତତା ଜନ୍ମାଏ — Madening
  • ସଂ. ବିଣ (ମଦ ଧାତୁ ଣିଚ ମାଦି ଧାତୁ+ଅକ) — ଯାହା ହର୍ଷ ବା ଆନନ୍ଦ ଜନ୍ମାଏ — Gladdening
  • ବି. — ନିଶା ଉତ୍ପାଦକ ଦ୍ରବ୍ୟ — Intoxicant; an intoxicating drug
  • ବି. — ଡାହୁକ ପକ୍ଷୀ — A gallinule (Apte)
  • ଦେ. ବି — ମାତୁ; ନିଶା; ମତ୍ତତା — Intoxication
  • ଦେ. ବି — ମଜା; ମଉଜ — Pleasure; amusement; cheer; good cheer