ମାଦିନୀ Madinī

  • ସଂ. ବି—(ମଦ୍ ଧାତୁ ଣିଚ୍=ମାଦି ଧାତୁ+କର୍ତ୍ତୃ. ଅନ+ସ୍ତ୍ରୀ. ଈ) — ଭାଙ୍ଗ; ସିଦ୍ଧି; ପତି (ଦ୍ରବ୍ଯଗୁଣ) — The leaves of Cannabis Indica
  • ସଂ. ବି—(ମଦ୍ ଧାତୁ ଣିଚ୍=ମାଦି ଧାତୁ+କର୍ତ୍ତୃ. ଅନ+ସ୍ତ୍ରୀ. ଈ) — ମାଦନୀୟ (ଦେଖ) — Mādanīya (See)