ମାଦଳୀ Mādaḻī

  • ଦେ. ବି — ମାଦଳିଆ (ଦେଖ — Mādaḻiā (See)
  • ଦେ. ବି — କେଉଟ ଜାତିର ବଂଶୋପାଧି — The family title of fisherman
  • ଦେ. ବି — [ଦ୍ର—ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଏହି ଉପାଧିଧାରୀ କେତେକ ପରିବାର ଅଛନ୍ତି।]
  • ଦେ. ବି — ମାଦୁଳି (ଦେଖ) — Māduḻi (See)