ମାଣ ଓସା Māṇa-osā

  • ଦେ. ବି — ମାର୍ଗଶିର ବା ମାଘ ମାସ ଗୁରୁବାର ଦିନ ଲକ୍ଷ୍ମୀ ରୂପେ କଳ୍ପିତ ଧାନପୂର୍ଣ୍ଣ ମାଣବସାଯାଇ କରାଯିବା ଲକ୍ଷ୍ମୀପୂଜା — A religious rite observed in honour of Goddess Lakshmī represented by a māṇa or corn-measuring pot on Thursdays in the month of Mārgaṡira or Māgha
  • ଦେ. ବି — [ଦ୍ର—କେଉଁ ଅଞ୍ଚଳରେ ମାର୍ଗଶିର ମାସରେ; କେଉଁ ଅଞ୍ଚଳରେ ମାଘ ବା ଶ୍ରାବଣ ମାସରେ ଏ ବ୍ରତ କରାଯାଏ ।]