ମାଣ ଗାଣ୍ଡିରେ ଧାନ ମାପିବା Māṇa gāṇḍire dhāna māpibā

  • ଦେ. କ୍ରି—(ଅଶୁଭ) (ମୃତାହ କ୍ରିୟା ସମୟରେ ଦଶତୁଠରୁ ଫେରି ଆସି କ୍ରିୟା ଧରିଥିବା ବ୍ଯକ୍ତି) ମାଣର ପିଠିପାଖ ଧରି ତା ଉପରେ ଗଣ୍ତାଏ ଗଣ୍ତାଏ କରି ଧାନ ରଖି ମାପିବା — To measure grain by the back or buttom side up of a Māṇa pot on 10th day of a funeral ceremony, after returning from the funeral ghat
  • ଦେ. କ୍ରି—(ଅଶୁଭ) (ମୃତାହ କ୍ରିୟା ସମୟରେ ଦଶତୁଠରୁ ଫେରି ଆସି କ୍ରିୟା ଧରିଥିବା ବ୍ଯକ୍ତି) [ଦ୍ର—ଅନ୍ଯ ସମୟରେ ମାଣ ଗଣ୍ଡିରେ ଧାନ ମାପିବା ଅନୁଭବସୂଜକ ।]