ମାଣ ପୂରିବା Māṇa pūribā

  • ଦେ. ବି (ଲକ୍ଷଣାର୍ଥ) — ପରମାୟୁ ଶେଷ ହୋଇଯିବା — One's life coming to an end; the full measure or span of a life
  • ଦେ. ବି (ଲକ୍ଷଣାର୍ଥ) — [ଉ—ମାଣ ପୂରିଲା ଉଠ୍ରେ ପୂତା !—ଶିଶୁବଚନ ।]