ମାଣ ଗୁଣ୍ଠବିଶ୍ୱା Māṇa guṇtha biṡwā
- ଦେ. ବି. (ସହଚର ଶବ୍ଦ) — ଜମି ମାପିବାର ମାଣ, ଗୁଣ୍ଠ ଓ ବିଶ୍ୱା — Measure of land by Māṇa; Guṇṭha and Biṡwā
- ଦେ. ବି. (ସହଚର ଶବ୍ଦ) — [ଦ୍ର—ମାଣ ଓ ଗୁଣ୍ଠ ଅଙ୍କରେ ଲେଖାଯାଏ ଓ ବିଶ୍ୱା ପଣରେ ଲେଖାଯାଏ; ମାଣ ଓ ଗୁଣ୍ଠ ମଧ୍ୟରେ ଗୋଟିଏ ଗାର ପଡ଼େ; ଯଥା— 3 ମାଣ 5 ଗୁଣ୍ଠ 7 ବିଶ୍ୱା=ମା 3।5 ୷।] — [ଦ୍ର—ମାଣ ଓ ଗୁଣ୍ଠ ଅଙ୍କରେ ଲେଖାଯାଏ ଓ ବିଶ୍ୱା ପଣରେ ଲେଖାଯାଏ; ମାଣ ଓ ଗୁଣ୍ଠ ମଧ୍ୟରେ ଗୋଟିଏ ଗାର ପଡ଼େ; ଯଥା—3ମାଣ5ଗୁଣ୍ଠ7ବିଶ୍ୱା=ମା35୷]