ମାଠୁଆ Māṭhuā
- ଦେ. ବିଣ. ପୁଂ (ସଂ. ମନ୍ଥର) — ମଠୁଆ; ଯେ ଅତ୍ୟନ୍ତ ବିଳମ୍ବରେ କୌଣସି କାର୍ଯ୍ୟ କରେ — One who takes much time to finish a work; lazy tardy
- ଦେ. ବିଣ. ପୁଂ (ସଂ. ମନ୍ଥର) — ଯେ ବିଳମ୍ବରେ କିନ୍ତୁ ନିଠାଇ କରି କୌଣସି କାର୍ଯ୍ୟକରେ — One who does any work thoroughly but slowly
- ଦେ. ବିଣ. ପୁଂ (ସଂ. ମନ୍ଥର) — (ସଂମୃଷ୍ଟ) ଯେ ଆପଣା ଦେହରେ ଚିକ୍କଣ କରି ତେଲ ହଳଦୀ ଲଗାଇ ହୁଏ — One who takes care to smear his body thoroughly with oil and turmeric