ମାଡ଼ ଖାଇବା Māṟḍ̠a khāibā

  • ଦେ. କ୍ରି — ଅନ୍ଯ ଦ୍ୱାରା ପ୍ରହୃତ ହେବା — To be beaten or assaulted
  • ଦେ. କ୍ରି — (ଉ—ଲୁହା ଲାଗି ଅଗ୍ନି ଦେବତା ଖାଇଲେ—ଢଗ)।
  • ଦେ. କ୍ରି — ଆହତ ହେବା — To be wounded or struck
  • ଦେ. କ୍ରି — (ଜାହାଜିଆ ଭାଷା) ଜୋର୍ରେ ବାଜିବା; ଧକ୍କା ଖାଇବା — To collide
  • ଦେ. କ୍ରି — (ଉ—ଢେର ଢେର ଜାହାଜ ମାଡ଼ ଖାଇଛନ୍ତି। ଫକୀରମୋହନ, ଗଳ୍ପସ୍ୱଳ୍ପ।)