ମାଠେଣି ଚୂନ Māṭheṇi chūna
- ଦେ. ବି — ଲୁଗାରେ ଛଣା ହୋଇ କାନ୍ଥ ଆଦିକୁ ମାଠେଣି କରିବା ନିମନ୍ତେ ବ୍ଯବହୃତ ଚୂନ- — Sifted lime-paste used in polishing floors and walls
- ଦେ. ବି — [ଦ୍ର—ପୂର୍ବେ ସାଧାରଣରେ ସିମେଣ୍ଟର ବ୍ଯବହାର ଚଳୁ ନ ଥିବା କାଳରେ ପଥରଚୂନକୁ ବାଟି ତାକୁ କନାରେ ଛାଣି ସେହି ସୂକ୍ଷ୍ମ ଲେପଦ୍ୱାରା ମାଠିଣି କରାଯାଉଥିଲା।]