ମାଠି ହେବା Māṭhi hebā

  • ଦେ. କ୍ରି — ନିଜ ଦେହରେ ତେଲ, ହଳଦି ଆଦି ଉତ୍ତମ— ରୂପେ ବୋଳି ହେବା — To anoint (oil etc) on one's body
  • ଦେ. କ୍ରି — (ଉ— ହଳଦି ତେଲ ଦୁଇ ନୋହିବା ମାଠି ଅଙ୍ଗେ—ପୀତାମ୍ବର. ନୃସିଂହପୁରାଣ।)