ମାଆ Mā-ā

  • ଦେ. ବି. (ସଂ. ମା, ମାତୃ) — ଠାକୁରାଣୀ ଦେବୀ — A goddess
  • ଦେ. ବି. (ସଂ. ମା, ମାତୃ) — (ଯଥା—ମାଆ ବିମଳା, ମା କାଳୀ।)
  • ଦେ. ବି. (ସଂ. ମା, ମାତୃ) — ମାତା; ଜନନୀ — Mother
  • ଦେ. ବି. (ସଂ. ମା, ମାତୃ) — ଗୁରୁ ପତ୍ନୀ ଆଦି ପୂଜ୍ୟା ସ୍ତ୍ରୀ — The wife of one's elders
  • ଦେ. ବି. (ସଂ. ମା, ମାତୃ) — [ଦ୍ର—ଗୁରୁ ପତ୍ନୀ, ପିତୃବ୍ୟ ପତ୍ନୀ, ଜ୍ୟୋଷ୍ଠଭ୍ରାତୃଜାୟା, ମାତୁଳାନୀ, ମାତୃସ୍ୱାସା, ପିତୃସ୍ୱସା, ଶାଶୁ, ବଡ଼ ଭଉଣା ଇତ୍ୟାଦି 'ମା' ଅଟନ୍ତି।]
  • ଦେ. ଅ — ଆପଣାଠାରୁ ବୟସରେ ବଡ଼ ଓ ମାତୃସ୍ଥାନୀୟା ସ୍ତ୍ରୀମାନଙ୍କ ପ୍ରତି ସମ୍ବୋଧନ — A term used in addressing females much older than one's self
  • ଦେ. ଅ — କନ୍ଯା ଓ ଆପଣାଠାରୁ ବୟସରେ ଛୋଟ ଓ କନ୍ୟାସ୍ଥାନୀୟା ବାଳିକାମାନଙ୍କ ପ୍ରତି ବାତ୍ସଲ୍ୟ ସୂଚକ ସମ୍ବୋଧନ — A term of endearment used towards one's daughter and younger girls
  • ଦେ. ଅ — (ଉ—ନୁହେଁ ପିତା ଯୋଗ୍ୟ କେବେ ତୋ ପରି ଦେବୀର, ମୁହିଁ ସିନା ଅଭାଜନ, ମାତ୍ର ତୁ ମାଆଲୋ ! ଦୟା, କ୍ଷମା, ସ୍ନେହ, ପ୍ରୀତି, ଭକ୍ତି ପ୍ରସ୍ରବଣ। ଚିନ୍ତାମଣି ବିକ୍ରମାଦିତ୍ୟ)