ମାଆ ଗୋସେଇଁ Mā-ā goseiñ

  • ଦେ. ବି. ସ୍ତ୍ରୀ — କଥାପ୍ରସଙ୍ଗରେ ଓ ପତ୍ର ଆଦିରେ ମାତାଙ୍କ ପ୍ରତି ପ୍ରଯୁକ୍ତ ସମ୍ମାନସୂଚକ ବାକ୍ୟ — A term of respectful address to one's mother, in the course of conversation or in a letter