ମାଆ ଠାକୁରାଣୀ Mā-ā ṭhākurāṇī

  • ଦେ. ବି. ସ୍ତ୍ରୀ — (ଲକ୍ଷ୍ମୀ, ଭଗବତୀ ଓ ଗ୍ରାମ— ଦେବତା ଆଦି) ଦେବୀଙ୍କ ପ୍ରତି ସମ୍ବୋଧନ ଉକ୍ତି — Addrees to a Goddess
  • ଦେ. ବି. ସ୍ତ୍ରୀ — ବସନ୍ତ ରୋଗର ଅଧିଷ୍ଠାତୀ ଦେବୀ; ଶୀତଳା — The Godess said to preside over small pox
  • ଦେ. ବି. ସ୍ତ୍ରୀ — (ଯଥା—ତାଙ୍କ ଗାଁଆଁ ରେ ମାଆ ଠାକୁରାଣୀ ବିଜେ କରିଛନ୍ତି।)
  • ଦେ. ବି. ସ୍ତ୍ରୀ — ମାଆ ଗୋସାଇଁ (ଦେଖ) — Mā-ā gosāiñ (See)