ମା ଭଉଣୀ ଜୋରୁ ବେଟୀ କରିବା Mā bhauṇī joru beṭī karibā

  • (ସଂ. ମାତା; ଭଗିନୀ; ଫା. ଜୋରୂ; ବେଟୀ) — କୌଣସି ବ୍ଯକ୍ତିର ମା, ଭଗିନୀ, ସ୍ତ୍ରୀ ଓ କନ୍ୟାଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗପୂର୍ବକ ତିରଷ୍କାର କରିବା — To abuse a person filthily by taking the names of his mother, sister, wife and daughter