ମହୌଷଧ Maha̲u̲shadha
- ସଂ. ବି (କର୍ମଧା; ମହାନ୍+ଔଷଧ) — ଉତ୍କୃଷ୍ଟ ଔଷଧ — A very efficacious medicine; a sovereign remedy; a panacea
- ସଂ. ବି (କର୍ମଧା; ମହାନ୍+ଔଷଧ) — ଶୁଣ୍ଠି, ପିପ୍ପଳୀ ଓ ରସୁଣ — Dried ginger, long pepper and garlic
- ସଂ. ବି (କର୍ମଧା; ମହାନ୍+ଔଷଧ) — ବତ୍ସ— ନାଭ; ମହୁରା — Aconite
- ସଂ. ବି (କର୍ମଧା; ମହାନ୍+ଔଷଧ) — ରସୁଣ — Garlic