ମହୋରଗ Mahoraga

  • ସଂ. ବି (ମହାନ୍+ଉରଗ=ସର୍ପ) — ବୃହତ୍ ସର୍ପ; ଅଜଗର — A big serpent; the Python
  • ସଂ. ବି (ମହାନ୍+ଉରଗ=ସର୍ପ) — ଟଗର ବୃକ୍ଷର ମୂଳ — The root of Ṭagara tree