ମହୋଦରୀ Mahodarī

  • ସଂ. ବି ସ୍ତ୍ରୀ (ମହାନ୍+ଉଦର+ସ୍ତ୍ରୀ ଈ; ବହୁବ୍ରୀହି) (ସମସ୍ତ ବ୍ରାହ୍ମଣ୍ଡ ଏହାଙ୍କ ଗର୍ଭରେ ଥିବାରୁ) — ଭଗବତୀ; ଦୁର୍ଗା — 1. Goddess Durgā
  • ସଂ. ବି ସ୍ତ୍ରୀ (ମହାନ୍+ଉଦର+ସ୍ତ୍ରୀ ଈ; ବହୁବ୍ରୀହି) (ସମସ୍ତ ବ୍ରାହ୍ମଣ୍ଡ ଏହାଙ୍କ ଗର୍ଭରେ ଥିବାରୁ) — ମହାଶତାବରୀ — A kind of asparagus