ମହୋଦୟ Mahodaya
- ସଂ. ବିଣ. ପୁଂ (ବହୁବ୍ରୀହି; ମହାନ୍ ହୋଇଅଛି ଉଦୟ= ଉନ୍ନତି ଯାହାର) — ଅତି ଉନ୍ନତ; ଅତି ସମୃଦ୍ଧ — Great; very prosperous
- ସଂ. ବିଣ. ପୁଂ (ବହୁବ୍ରୀହି; ମହାନ୍ ହୋଇଅଛି ଉଦୟ= ଉନ୍ନତି ଯାହାର) — ମହାନୁଭବ — Noble
- ସଂ. ବିଣ. ପୁଂ (ବହୁବ୍ରୀହି; ମହାନ୍ ହୋଇଅଛି ଉଦୟ= ଉନ୍ନତି ଯାହାର) — ଅତି ଭାଗ୍ୟବାନ୍ — Very lucky
- ବି — ମହାଶୟ ବ୍ଯକ୍ତି — A great man
- ବି — ପୂଜ୍ୟ ବ୍ଯକ୍ତି — A respectable person
- ବି — ସ୍ୱାମୀ; ପ୍ରଭୁ — Lord; master
- ବି — [ଦ୍ର—ମାନ୍ୟ ବ୍ଯକ୍ତି— ମାନଙ୍କ ନାମ ପରେ ପତ୍ରାଦିରେ ଏ ଶବ୍ଦ ଯୁକ୍ତ ହୁଏ। ଯଥା—ଶ୍ରୀଯୁକ୍ତ ଜଗନ୍ନାଥ ରଥ ଜ୍ୟୋତିଷରତ୍ନ ମହୋଦୟ ସମୀପେଷୁ।]
- ବି — କାନ୍ଯକୁବ୍ଜ ଦେଶ — Kannouj
- ବି — (କର୍ମଧା) ମୁକ୍ତି; ମୋକ୍ଷ — Salvation; beatitude; final emancipation of the soul
- ବି — କର୍ତ୍ତୃତ୍ୱ — Mastery
- ବି — ସମୃଦ୍ଧି; ବଡ଼ତି — Greatness; prosperity; great elevation
- ବି — ସୌଭାଗ୍ୟ — Good luck (Apte)