ମହୋଦର Mahodara

  • ସଂ. ବିଣ. ପୁଂ (ବହୁବ୍ରୀହି; ମହାନ+ଉଦର) — ଯାହାର ପେଟ ବଡ଼ — Having a big belly; big-bellied
  • ସଂ. ବି — (କର୍ମଧା)—ବଡ଼ ବା ସ୍ଥୂଳ ପେଟ — A big belly
  • ସଂ. ବି — (ବହୁବ୍ରୀହି) ଜଳୋଦରୀ ରୋଗ — Dropsy (Apte)
  • ଦେ.ବି — ଲଙ୍କାର ରାକ୍ଷସବିଶେଷ — Name of a demon of Laṅkā
  • ଦେ.ବି — (ଉ—ବଡ଼ ଦରଦାତା ମହୋଦର, ବାମେ ଟେକି ପାରଇ ମନ୍ଦର। ଭଞ୍ଜ. ବୈଦେହୀଶବିଳାସ।