ମହ୍ଲାର Mahlāra
- ଦେ. ବି — ମଲ୍ଲାର (ଦେଖ) — Mallāra (See)
- ପ୍ରାଦେ (କେନ୍ଦୁଝର ଓ ଢେଙ୍କାନାଳ) ବି — ଜଙ୍ଗଲି ଜାତି ବିଶେଷ — A race of wild people dealing with honey and such other forest-produce
- ପ୍ରାଦେ (କେନ୍ଦୁଝର ଓ ଢେଙ୍କାନାଳ) ବି — [ଦ୍ର—ଏମାନେ ମହୁ ଓ ଅନ୍ଯାନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରନ୍ତି ଓ ଗଛମୂଳରେ ବାସ କରନ୍ତି।]