ମହ୍ (ଧାତୁ) Mah (root)

  • ସଂ — ପୂଜା କରିବା; ମାନ୍ୟ କରିବା — To worship; to honour; to revere
  • ସଂ — ଆହ୍ଲାଦିତ କରିବା — To gladden; to delight
  • ସଂ — ବଢ଼ାଇବା — To increase; to aggrandise