ମହାଳୟ Mahāḻaya

  • ସଂ. ବି — ବୃହତ୍ ଘର — A big house
  • ସଂ. ବି — ତୀର୍ଥ — A holy place
  • ସଂ. ବି — ପରମାତ୍ମା — The Divine Essence in the creation
  • ସଂ. ବି — ଆଶ୍ୱିନ କୃଷ୍ଣପକ୍ଷ; ଅପରପକ୍ଷ; ପିତୃପକ୍ଷ — The dark fortnight of the month of Āswina
  • ସଂ. ବି — [ଦ୍ର— ଏହି ପକ୍ଷରେ ପିତୃଲୋକଙ୍କୁ ତର୍ପଣ କରାଯାଏ।]