ମହାଲଦୀ Mahāldī

  • ପ୍ରାଦେ (କଟକ ସହର) ବି — (କଟକ ସହରର ଇତର ଲୋକଙ୍କ ଭାଷା; 'ନ' ସ୍ଥାନରେ 'ଲ' ପ୍ର.ୟୋଗ— ମହାନଦୀ (ଦେଖ) — Mahānadī (See.)
  • ପ୍ରାଦେ (କଟକ ସହର) ବି — [ଉ— ଆଜି ରାତି ପାହିଲାବେଳକୁ କେମିତି ମହାଲଦୀ ପାର ନ ହେଲେ ଆଉ ଗତି ନାହିଁ। ଭିକାରୀ. କଟକବଜୟ।]