ମହାଲିଆ Mahāḻiā

  • ଦେ. ବିଣ. (ତୁଳନାକର ଅସାମୀ, ମାଳିହା=ମାଗଣା) — ନିଷ୍ପ୍ରୟୋଜନ — Unnecessary
  • ଦେ. ବିଣ. (ତୁଳନାକର ଅସାମୀ, ମାଳିହା=ମାଗଣା) — ନିଷ୍ପଳ — Fruitless; vain
  • ଦେ. ବିଣ. (ତୁଳନାକର ଅସାମୀ, ମାଳିହା=ମାଗଣା) — ମାଗଣା — Got gratis; gratuitous
  • ଦେ. ବି (ସଂ.ମହାଳୟା) — ମହାଳୟା (ଦେଖ) — Mahāḻayā (See)
  • ଦେ. କ୍ରି. ବିଣ — ବୃଥାରେ — In vain
  • ଦେ. କ୍ରି. ବିଣ — ଅକାରଣରେ — Unnecessarily
  • ଦେ. କ୍ରି. ବିଣ — ମାଗଣାରେ — Gratis; for nothing