ମହାଳୟା ଶ୍ରାଦ୍ଧ Mahāḻayā ṡrāddha

  • ସଂ. ବି — ଯେଉଁ ତିଥିରେ ପିତାଙ୍କର ମୃତ୍ୟୁ ହୋଇଥାଏ ଆଶ୍ୱିନ ମାସର ପିତୃପକ୍ଷରେ ସେହି ତିଥିରେ କିମ୍ବା ଆଶ୍ୱିନ ମାସର ଅମାବାସ୍ୟା ଦିନ କରାଯିବା ପିତୃଶ୍ରାଦ୍ଧ; ମଉଳା ଶ୍ରାଦ୍ଧ — Offering of rice-cakes to one's ancestors on the new moon of Āṡwina