ମହାରଜା Mahārajā

  • ଗ୍ରା. ବି (ସଂ. ମହାରାଜନ୍ ଶବ୍ଦ) — ମହାରାଜ; ସମ୍ରାଟ — An emperor
  • ଗ୍ରା. ଅ — ରାଜାଙ୍କ ପ୍ରତି ପାର୍ଶ୍ୱଚରମାନଙ୍କ ସଂବୋଧନ — A term used in addressing a Raja by his attendants