ମହାରଣା Mahāraṇā

  • ଦେ. ବି — ପଥୁରିଆ, ବଢ଼େଇ, କମାର ଓ ଚିତ୍ରକରଙ୍କ ବଂଶୋପାଧି ବିଶେଷ — A family title of stone masons, carpenters and painters
  • ଦେ. ବି — [ଦ୍ର—ଯେଉଁ ବଢ଼େଇ କରିଥିବା କାମଯାକ ଶ୍ରୀଘ୍ର ହୁଗୁଳି— ଯାଏ ତାହାକୁ ବ୍ୟଙ୍ଗରେ ହୁଗୁଳି ମହାରଣା କହନ୍ତି।]