ମହାରତ୍ନ Mahāratna
- ସଂ. ବି (କର୍ମଧା; ମହତ୍+ରତ୍ନ) — ଶ୍ରେଷ୍ଠ ମଣି — Chief gem
- ସଂ. ବି (କର୍ମଧା; ମହତ୍+ରତ୍ନ) — ନବରତ୍ନ — Nine kinds of excellent gems
- ସଂ. ବି (କର୍ମଧା; ମହତ୍+ରତ୍ନ) — [ଦ୍ର— ହୀରା, ନୀଳା, ମୋତି, ମାଣିକ୍ୟ, ପଦ୍ମରାଗ, ଗୋମେଦ, ପୁଷ୍ପରାଗ, ପ୍ରବାଳ ଓ ବୈଦୁର୍ଯ୍ଯ। କେହି କେହି କହନ୍ତି— ମଣି, କରିଚକ୍ର, ବରସ୍ତ୍ରୀ, ପରିଗାୟକ ଓ ଗୃହନାୟିକା —ଏହି 5 ଟି ମହାରତ୍ନ— ପ୍ରକୃତିବାଦ।] — [ଦ୍ର— ହୀରା, ନୀଳା, ମୋତି, ମାଣିକ୍ୟ, ପଦ୍ମରାଗ, ଗୋମେଦ, ପୁଷ୍ପରାଗ, ପ୍ରବାଳ ଓ ବୈଦୁର୍ଯ୍ଯ କେହି କେହି କହନ୍ତି— ମଣି, କରିଚକ୍ର, ବରସ୍ତ୍ରୀ, ପରିଗାୟକ ଓ ଗୃହନାୟିକା —ଏହି5ଟି ମହାରତ୍ନ— ପ୍ରକୃତିବାଦ]