ମହାଯୋଗୀ Mahāj̄ogī

  • ସଂ. ବିଣ (ମହାନ୍+ଯୋଗୀ; କର୍ମଧା) — ତପୋନିରତ; ମହାତପାଃ — Practising great austerities
  • ସଂ. ବି — ମହାଦେବ; ଶିବ — Ṡiba
  • ସଂ. ବି — ବିଷ୍ଣୁ — BIshṇu (Apte)
  • ସଂ. ବି — କୁକ୍କୁଟ — A cock (Apte)