ମହାଭାଗ Mahābhāga

  • ସଂ. ବିଣ. ପୁଂ—(ମହତ୍+ଭାଗ=ଭାଗ୍ୟ ଯାହାର; ବହୁବ୍ରୀହି) — ଅତିଶୟ ସୌଭାଗ୍ୟଶାଳୀ — Very fortunate or prosperous
  • ସଂ. ବିଣ. ପୁଂ—(ମହତ୍+ଭାଗ=ଭାଗ୍ୟ ଯାହାର; ବହୁବ୍ରୀହି) — ଦୟା ଦାକ୍ଷିଣ୍ୟାଦି ଗୁଣଯୁକ୍ତ — Endowed with noble qualities
  • ସଂ. ବିଣ. ପୁଂ—(ମହତ୍+ଭାଗ=ଭାଗ୍ୟ ଯାହାର; ବହୁବ୍ରୀହି) — ମହାଶୟ; ଉଦାରଚେତା; ମହାତ୍ମା — Noble; magnanimous; great (person)
  • ସଂ. ବିଣ. ପୁଂ—(ମହତ୍+ଭାଗ=ଭାଗ୍ୟ ଯାହାର; ବହୁବ୍ରୀହି) — [ଉ—ଅଶ୍ୱିନୀକୁମାରଙ୍କୁ ତହିଁ ସୋମ ଭାଗ, ଦେଲେ ଋଷିକୁଳମଣି ମହାଭାଗ। କୃଷ୍ଣସିଂହ. ମହାଭାରତ ଅରଣ୍ୟ।]