ମହାବୋଧି ଦ୍ରୁମ Mahā bodhi druma
- ସଂ. ବି — ବୋଧିତରୁ 2 ଦେଖ; ଗୟା ନିକଟସ୍ଥ ବୁଦ୍ଧ— ଗୟା ନାମକ ସ୍ଥାନରେ ଥିବା ପୁରାତନ ଅଶ୍ୱତ୍ଥ ବୃକ୍ଷ — ବୋଧିତରୁ2ଦେଖ; ଗୟା ନିକଟସ୍ଥ ବୁଦ୍ଧ— ଗୟା ନାମକ ସ୍ଥାନରେ ଥିବା ପୁରାତନ ଅଶ୍ୱତ୍ଥ ବୃକ୍ଷ— An old pippala (religious fig) tree under which the great Buddha practised meditation and attained wisdom
- ସଂ. ବି — [ଦ୍ର—ପ୍ରସିଦ୍ଧି ଅଛି ଯେ ବୁଦ୍ଧଦେବ ଏହି ଗଛ ମୂଳରେ ତପସ୍ୟା କରି ଦିବ୍ୟ ଜ୍ଞାନ ଲାଭ କରିଥିଲେ।]