ମହାଭାଗବତ Mahābhāgabata
- ସଂ. ବି. ପୁଂ (କର୍ମଧା) — ପରମ ବୈଷ୍ଣବ; ବିଷ୍ଣୁଙ୍କର ଶ୍ରେଷ୍ଠ ଭକ୍ତ — A great devotee of Bishṇu
- ସଂ. ବି. ପୁଂ (କର୍ମଧା) — ଭାଗବତ ପୁରାଣ — The Bhāgabata Purāṇa
- ସଂ. ବି. ପୁଂ (କର୍ମଧା) — କେତେଜଣ ପ୍ରସିଦ୍ଧ ମହାଭକ୍ତ (ଯଥା, ମନୁ, ସନକାଦି ସପ୍ତ ଋଷି, ନାରଦ, ଜନକ, କପିଳ, ବ୍ରହ୍ମା, ବଳି, ଭୀଷ୍ମ, ପ୍ରହ୍ଲାଦ, ଶୁକଦେବ, ଧର୍ମରାଜ ଓ ଶିବ—ହି.ଶ) — Name of some great devotees of Bishṇu