ମହାଙ୍ଗ Mahāṅga

  • ସଂ. ବିଣ. ପୁଂ (ବହୁବ୍ରୀହି) — ବିପୁଳାବୟବବିଶିଷ୍ଟ — Big-bodied; gigantic
  • ସଂ. ବି — ଉଷ୍ଟ୍ର; ଓଟ — The camel