ମହାଚକ୍ରୀ Mahāchakrī

  • ସଂ. ବି. ପୁଂ (ମହତ୍+ଚକ୍ର+ଇନ୍; 1 ମା. 1 ବ) — ଷଡ଼ଯନ୍ତ୍ରରେ ପ୍ରବୀଣ ବ୍ଯକ୍ତି — A conspirator; plotter
  • ସଂ. ବି. ପୁଂ (ମହତ୍+ଚକ୍ର+ଇନ୍; 1 ମା. 1 ବ) — ବିଷ୍ଣୁ — Bishṇu
  • ସଂ. ବିଣ. ପୁଂ — ଷଡ଼ଯନ୍ତ୍ରକାରୀ — Conspirant; plotting