ମହାଙ୍କୁଡ଼ Mahāṅkuṟḍ̠a

  • ଦେ. ବି. (ସଂ. ମହାକୁଳ) — ଗଉଡ଼; ଗୋପାଳ — A cowherd
  • ଦେ. ବି. (ସଂ. ମହାକୁଳ) — [ଉ—ତୁ ଅଟୁ ଯଶୋଦା କୁମର, ନନ୍ଦ ମହାଖୁଡ଼ ପିଅର। ଜଗନ୍ନାଥ.ଭାଗବତ।]
  • ଦେ. ବି. (ସଂ. ମହାକୁଳ) — ଗଉଡ଼ଙ୍କର ବଂଶୋପାଧି ବିଶେଷ — A Family-title of cowherds
  • ଦେ. ବି. (ସଂ. ମହାକୁଳ) — ଗାଈମାନଙ୍କର ସଂଖ୍ୟା ବିଶେଷ — A fixed number of cattle
  • ଦେ. ବି. (ସଂ. ମହାକୁଳ) — [ଦ୍ର— 1000 ଗାଈ= 1 ଗୋଗୋଷ୍ଠ, 1000 ଗୋଷ୍ଠ= 1 ପଲି, 100 ପଲି = 1 ଲଉଡ଼ି, 100 ଲଉଡ଼ି= 1 ମହାକୁଡ଼, 100 ମହାକୁଡ଼= 1 ମହୋଭୋଇ, 12 ମହାଭୋଇ= 1 ଗୋଧନ।—ସାରଳା, ମହାଭାରତ] — [ଦ୍ର—1000ଗାଈ=1ଗୋଗୋଷ୍ଠ,1000ଗୋଷ୍ଠ=1ପଲି,100ପଲି =1ଲଉଡ଼ି,100ଲଉଡ଼ି=1ମହାକୁଡ଼,100ମହାକୁଡ଼=1ମହୋଭୋଇ,12ମହାଭୋଇ=1ଗୋଧନ—ସାରଳା, ମହାଭାରତ]